ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଶ୍ରୀ ବୃଦ୍ଧି
ଭାଷା
ଦେଖିବେ
ସମ୍ପାଦନା
ଶ୍ରୀ ବୃଦ୍ଧି
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṡrī bṛuddhi
ଆଇ.ପି.ଏ.
— ʃɾˈi bɾˈuddʰi
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ+ବୃଦ୍ଧି)
ସମ୍ପାଦନା
୧. ଲକ୍ଷ୍ମୀବୃଦ୍ଧି; ଧନ— ବୃଦ୍ଧି —୧. Increase of wealth.
୨. ସୌଭାଗ୍ୟବୃଦ୍ଧି —୨. Increase of prosperity.
୩. ଶୋଭା ବା ସୌନ୍ଦର୍ଯ୍ୟ ବୃଦ୍ଧି —୩. Increase of beauty or grace.