ଶ୍ରୀ ବୃକ୍ଷ
ଶ୍ରୀ ବୃକ୍ଷ
ଉଚ୍ଚାରଣ
ସମ୍ପାଦନାବିଶେଷ୍ୟ - (ଶ୍ରୀପ୍ରିୟ ବୃକ୍ଷ; ମ. ପ. ଲୋ
ସମ୍ପାଦନା- ୧. ଅଶ୍ୱତ୍ଥ ବୃକ୍ଷ — ୧. The religious fig tree; fcus Religiosa.
- ୨. ବିଳ୍ୱବୃକ୍ଷ —୨. The Bael tree.
[ଦ୍ରଷ୍ଟବ୍ୟ —ଶାରଦୀୟ ଦୁର୍ଗା ପୂଜା ସମୟରେ ବିଳ୍ୱ ବୃକ୍ଷରେ ଦୁର୍ଗାଙ୍କର ବୋଧନ କରି ଦୁର୍ଗାପୂଜା କରାଯାଏ—ବିଶ୍ୱକୋଷ)
- ୩. ଅଶ୍ୱର ହୃଦୟାଦିସ୍ଥିତ ଶ୍ୱେତ ରୋମାବର୍ତ୍ତ —୩. To whorl of hairs on the breast of a horse.
- ୪. ବିଷ୍ଣୁଙ୍କ ବକ୍ଷସ୍ଥଳରେ ଥିବା ରୋମାବର୍ତ୍ତ (ବିଶ୍ୱକୋଷ) — ୪. The whorl said to exist on the breast of Bishṇu.