ଶ୍ରୀ ପର୍ଣ୍ଣିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) ସମ୍ପାଦନା

୧. କଟ୍ଫଳ; କାଫଡ଼ — ୧. Myrica Sapida.
୨. ଗମ୍ଭାରି (ବିଶ୍ୱକୋଷ) —୨. Gmelina Arborea (tree)
୩. ଅଗ୍ନିମନ୍ଥବୃକ୍ଷ (ବିଶ୍ୱକୋଷ) —୩. Premna Serratifolia
୪. ଶାଳ୍ମକୀ (ବିଶ୍ୱକୋଷ) — ୪. Silk cotton tree.
୫. ପୁଶ୍ନିପର୍ଣ୍ଣୀ ୫. Hemionites Cordifolia (plant)