ଶ୍ରୀ ପଦ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଶ୍ରୀଚରଣ (ଦେଖ) - Ṡrīcharaṇa (See)



ଶ୍ରୀ ପଦ

ଉଚ୍ଚାରଣ

ସମ୍ପାଦନା
(ଶ୍ରୀପଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

ସମ୍ପାଦନା
୧. ପୂଜ୍ୟପାଦ; ଅତ୍ୟନ୍ତ ପୂଜନୀୟ —୧. Very adorable
୨. ଲକ୍ଷ୍ମୀବନ୍ତ (ବିଶ୍ୱକୋଷ) —୨. Affluent
୩. ଭାଗ୍ୟବାନ୍ (ବିଶ୍ୱକୋଷ) —୩. Lucky.