ଶ୍ରୀ ନନ୍ଦ ନନ୍ଦନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଶ୍ରୀକୃଷ୍ଣ — Ṡrīkṛushna.

[ଦ୍ରଷ୍ଟବ୍ୟ — ଶ୍ରୀକୃଷ୍ଣ ମଥୁରାର ବସୁଦେବ ଓ ଦେବକୀଙ୍କ ସନ୍ତାନ ଥିଲେହେଁ, ଗୋକୁଳ (ବୃନ୍ଦାବନ)ର ନନ୍ଦ ଓ ଯଶୋଦାଙ୍କଦ୍ୱାରା ପୁତ୍ରରୂପେ ପାଳିତ ହୋଇଥିବାରୁ ତାଙ୍କର ଏହି ନାମ]