ଶ୍ରୀ ଚରଣ
ଶ୍ରୀ ଚରଣ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ ଶ୍ରୀଯୁକ୍ତ ଚରଣ)
ସମ୍ପାଦନା- ୧. ଦେବତା ଓ ଗୁରୁଜନଙ୍କର ଚରଣ —୧. The leg of a A Deirty or elder.
- ୨. ଦେବତା ଓ ଗୁରୁଙ୍କ ସନ୍ନିଧି —୨. Nearness or vicinity of a Deity or elder.
[ଦ୍ରଷ୍ଟବ୍ୟ — 'ଗୁରୁ ବା ପୂଜ୍ୟବ୍ୟକ୍ତିଙ୍କ ନିକଟକୁ' ନ କହି ମାନ୍ୟାର୍ଥେ ଶ୍ରୀ ଗୁରୁଦେବ ବା ଶ୍ରୀ ପିତୃଦେବ ବା ଶ୍ରୀ ଅମୁକଙ୍କଲ 'ଶ୍ରୀ ଚରଣକୁ ବା ଶ୍ରୀ ଚରଣ ତଳକୁ' ନିବେଦନ କରି କୋଲି ବାକ୍ୟ ବ୍ୟବହୃତ ହୁଏ]