ଶ୍ରୀ ଗୋପାଳ ଚୂଡା଼ମଣି
ଶ୍ରୀ ଗୋପାଳ ଚୂଡା଼ମଣି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଶ୍ରୀ+ଗୋପାଳମାନଙ୍କ ମଧ୍ୟରେ ଚୂଡ଼ାମଣି = ଶ୍ରେଷ୍ଠ)
ସମ୍ପାଦନାଶ୍ରୀକୃଷ୍ଣ —Ṡrikṛrushṇa.
ଦେଶଜ - ବିଶେଷ୍ୟ -
ସମ୍ପାଦନା(ବ୍ୟଙ୍ଗ) ଦହି ଚୂ଼ଡ଼ା ଓ ଗୁଡ଼ ଖୁଆକୁ ବ୍ରାହ୍ମଣମାନଙ୍କୁ ଅର୍ଥଦକ୍ଷିଣା ଦେବା —(Joke) Feasting Brahmans with curds, flattened rice and mollasses and giving them money as Dakshiṇā