ଶ୍ରୀହସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ମ. ପ. ଲୋ, ଶ୍ରୀଯୁକ୍ତ ହସ୍ତ) ସମ୍ପାଦନା

ଦେବତା ଓ ରାଜା ଆଦିଙ୍କ ହସ୍ତ;ମାନ୍ୟ ବ୍ୟକ୍ତିଙ୍କ ହସ୍ତ —(Euphemism) The hand of an idol or of a king or of a high personage.

ଦେଶଜ - ବିଶେଷ୍ୟ - ସମ୍ପାଦନା

(ବ୍ୟଙ୍ଗ୍ୟ) ସ୍ୱହସ୍ତ —One's own hand.

[ଯଥା—ଶ୍ରୀହସ୍ତରେ ଏ ପାନଖଣ୍ଡ ଭାଙ୍ଗି ଆପଣଙ୍କ ପାଇଁ ଆଣଛି]