ଶ୍ରୀଲ
ଶ୍ରୀଲ
ଉଚ୍ଚାରଣ
ସମ୍ପାଦନା[ଶ୍ରୀଳା(ଲା)—ସ୍ତ୍ରୀ]
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୀ=ଶୋଭା, ଭାଗ୍ୟ, ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)
- ୧. ଶ୍ରୀଯୁକ୍ତ (ଦେଖ) - —୧. Ṡrij̄ukta (See)
- ୨. (ଲେଖାଦ୍ୱାରା ସୂଚିତ ସମ୍ମାନକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ) ନାମ ପୂର୍ବରେ ବ୍ୟବହୃତ 'ଶ୍ରୀଯୁକ୍ତ' ଶବ୍ଦ ପୂର୍ବରେ ପୁଣି ଲେଖାଯିବା ଶବ୍ଦ —A word prefixed to the prefix Ṡrij̄ukta before a person's name.
(ଯଥା—ଶ୍ରୀଳଶ୍ରୀଯୁକ୍ତ ଶ୍ରୀ ଅମୁକ)
ଶ୍ରୀଲ
ଉଚ୍ଚାରଣ
ସମ୍ପାଦନା[ଶ୍ରୀଳା(ଲା)—ସ୍ତ୍ରୀ]
=== ସଂସ୍କୃତ - ବିଶେଷଣ - ପୁଂ(ଶ୍ରୀ=ଶୋଭା, ଭାଗ୍ୟ, ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)