ଶ୍ରୀମୁଖ ସିଂହାରୀ ସେବକ

ଶ୍ରୀମୁଖ ସିଂହାରୀ ସେବକ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଶ୍ରୀ ଜଗନ୍ନାଥଙ୍କ ସେବାକାରି ବିଶେଷ — A class of attendants of the Deity Jagannātha at Puri who attend to the toilet the idols.

[ଦ୍ରଷ୍ଟବ୍ୟ — ଏ ଶ୍ରୀମୁଖ ପୋଛେ, ଖଡୢଲାଗି କରାଏ, ବନକଲାଗି କରାଏ ଏବଂ ନେତ୍ରୋତ୍ସବ ଯାତ୍ରା ବେଳେ କଳା ଡୋଳା ଦିଏ ଇତ୍ୟାଦି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ]