ଶ୍ରୀମତୀ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷଣ - (ସ୍ତ୍ରୀ)—(ଶ୍ରୀ+ଯୁକ୍ତାର୍ଥେ. ମତ୍=ଶ୍ରୀମତ୍+ସ୍ତ୍ରୀ. ଈ)

ସମ୍ପାଦନା

ଶ୍ରୀଯୁକ୍ତା; ଶ୍ରୀମାନ୍ର ସ୍ତ୍ରୀଲିଙ୍ଗ —The feminine of Ṡrīmān.

[ଦ୍ରଷ୍ଟବ୍ୟ —ଏହା ସ୍ତ୍ରୀଲୋକମାନଙ୍କ ନାମ ପୂର୍ବରେ ବ୍ୟବହୃତ ହୁଏ ]

ବିଶେଷ୍ୟ -

ସମ୍ପାଦନା
୧. ରାଧିକା, ରାଧା — ୧. Rādhā

[ଉ—ଶ୍ରୀପତି ଶ୍ରୀମତୀ ବୃନ୍ଦାବନେ କେଳି ରଚିଲେ ସଙ୍ଗୀତ ]

୨. ଲକ୍ଷ୍ମୀ —୨. Lakshmī.
୩. ମୁଣ୍ଡିରୀ (ବିଶ୍ୱକୋଷ) —୩. Sphereanthus Indicus (plant).

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ

ସମ୍ପାଦନା

ସ୍ତ୍ରୀଲୋକଙ୍କ ନାମ — Name given to females.