ଶ୍ରୀଧର ସ୍ୱାମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ପୁରାଣାଦିର ପ୍ରସିଦ୍ଧ ଟୀକାକାର — Name of a famous Sanscrit annotator of the Purāṇas.


[ଶ୍ରୀଧର ଭଟ୍ଟୁ— ଅନ୍ୟରୂପ]

[ଦ୍ରଷ୍ଟବ୍ୟ — ଏଖ୍ରୀଷ୍ଟୀୟ ତ୍ରୟୋଦଶ ଶତାଦ୍ଦୀରେ ଜୀବୀତଥିଲେ; ଜନ୍ମ ସ୍ଥାନ ରାର୍ଜର ଦେଶର ବଲ୍ଲରୀ ନଗର ଏ ପରମାନନ୍ଦ ପୁରୀଙ୍କ ଠାରୁ ନୃସିଂହ ମନ୍ତ୍ର ଦୀକ୍ଷା ନେଇଥିଲେ ସଂସ୍କୃତ ଶ୍ରୀମଦ୍ ଭାଗବତର 'ଭାବାର୍ଥ ଦୀପୀକା' ନାମକ ଆତି ସୁନ୍ଦର ଓ ସରଳ ଟୀକା ରଚନା କରି ଏ ଅମର ହୋଇ ଅଛନ୍ତି ମହିମ୍ନସ୍ତବ ଭଗବଦ୍ୱୀତା , ବିଷ୍ଣୁପୁରାଣାଦିର ମଧ୍ୟ ଟୀକା କରି ଅଛନ୍ତି କିନ୍ତୁ ଭାବାର୍ଥେ— ଦୀପାକା ସର୍ବ ପ୍ରସିଦ୍ଧ ଅଟେ

ବ୍ରଜବିହାର ନାମକ ଶ୍ରୀକୃଷ୍ଣ ବିଷୟକ କାବ୍ୟ ମଧ୍ୟ ଏହାଙ୍କଦ୍ୱାରା ରଚିତ ହୋଇଅଛି ସୁବିଖ୍ୟାତ 'ଭଟ୍ଟି' କାବ୍ୟରେ କବି 'ଭଟ୍ଟି ' ଏହାଙ୍କର ପୁତ୍ର ଅଟନ୍ତି

ମତାନ୍ତରରେ— ଏ ଜଣେ ଓଡ଼ିଆ ଓ ଉତ୍କଳବାସୀ ଥିଲେ ବାଲେଶ୍ୱର ଜିଲ୍ଲା ରେମୁଣା ଗ୍ରାମ ନିକଟବର୍ତ୍ତୀ ମରେଈ ଗାଁ ଏହାଙ୍କ ଜନ୍ମସ୍ଥାନ ପୂରୀ ରାଜସଭାରେ ଏହାଙ୍କର ପ୍ରତିପତ୍ତି ଓ ଆଦର ଥିଲା ଜଗବନ୍ଧୁ. ପ୍ରାଚୀନ ଉତ୍କଳ]

ଏ ପୁରୀ ଶଙ୍କରାନନ୍ଦ ମଠର ଜଣେ ମହନ୍ତ ଥିଲେ (ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ)]