ଶ୍ରୀଧର ଦାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ -(ନାମ) ସମ୍ପାଦନା

ଉତ୍କୃଳୀୟ କବି ବିଶେଷ — Name of an Oriya poet.

[ଦ୍ରଷ୍ଟବ୍ୟ — ଏହାଙ୍କ ଘର ବାଙ୍କିରେ ଏ କୃଷ୍ଣଙ୍କ ବାଲ୍ୟଲିଳା ବର୍ଣ୍ଣନା କରି 'କାଞ୍ଚନ ଲତା' ନାମକ ଖଣ୍ଡିଏ ଗ୍ରନ୍ଥ ଲେଖି ଥିଲେ (ତାରିଣୀ ଉତ୍କଳ ସାହିତ୍ୟ ଇତିହାସ) ଏ ଷୋଢ଼ଶ ଶତାଦ୍ଦୀର ମଧ୍ୟଭାଗରେ କବି (ଜଗବନ୍ଧୁ. ପ୍ରାଚୀନ ଉତ୍କଳ)]