ଶ୍ରୀଅଙ୍ଗରେ ଚୋଟ ଲଗେଇବା
ଶ୍ରୀଅଙ୍ଗରେ ଚୋଟ ଲଗେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶ୍ରୀଅଙ୍ଗରେ ଚୋଟ ଲଗେଇବା
|
ଦେଶଜ - କ୍ରି— (ଯମୁନାରେ କାଳୀୟ ନାଗ ଶ୍ରୀକୃଷ୍ଣ ଶ୍ରୀଅଙ୍ଗକୁ ଦଂଶନ କରିବା ଘଟନାରୁ)
ସମ୍ପାଦନା- ୧. (ଲକ୍ଷଣାର୍ଥ) ପ୍ରଧାନ ବ୍ୟକ୍ତି ବା ଗୃହର କର୍ତ୍ତା ବା କର୍ତ୍ତୀଙ୍କର ଅନିଷ୍ଟ କରିବା — ୧. (figurative) To injure the head of a family or the chief person of a place.
- ୨. ଗୃହକର୍ତ୍ତା ବା କର୍ତ୍ତ୍ରୀଙ୍କୁ କଳଙ୍କିତ କରିବା —୨. To disgrace the head of a family.
- ୩. ରାଜା ବା ପ୍ରଧାନ ବ୍ୟକ୍ତିଙ୍କ ପରିବାରସ୍ଥ ସ୍ତ୍ରୀଲୋକମାନଙ୍କ ସଙ୍ଗେ ପାପାଚରଣାଦି କରିବା —୩. To commit sinful acts in respect of the family-members of a Rājā or chief person.