ଶ୍ରାଦ୍ଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶ୍ରାଧ— ଦେଶଜ - ରୂପ)

[ଶିରାଧ—ଗ୍ରାମ୍ୟ - ରୂପ]

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଶ୍ରଦ୍ଧା +ୟୁକ୍ତାର୍ଥେ. ଅ) ସମ୍ପାଦନା

ଶ୍ରଦ୍ଧାଯୁକ୍ତ —Devotional; reverent.

ବିଶେଷ୍ୟ - ସମ୍ପାଦନା

ପିତୃକୃତ୍ୟୁ; ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଯୁକ୍ତ ପୁତ୍ରାଦିଙ୍କଦ୍ୱାରା କରାଯିବା ପିଣ୍ଡଦାନାଦି ଅନୁଷ୍ଠାନ —Offering or oblation of rice- cakes made to one's deceased ancestors.

ଦେଶଜ - ବିଶେଷ୍ୟ - (ଶ୍ରାଦ୍ଧାକାଳରେ ପିତୃଗଣଙ୍କ ପୁନଃ ପୁନଃ ନାମୋଚ୍ଚାରଣେ କରାଗଲାପରି) ସମ୍ପାଦନା

ପୂର୍ବପୁରୁଷମାନଙ୍କ ନାମୋଚ୍ଚାରଣପୂର୍ବକ ଗାଳି —Abuse by utterting the names of the ancestors of the abused person.