ଶ୍ରଦ୍ଧଧାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶ୍ରବଧାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରଦ୍ଧ=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ[ଶାନଚ]) ସମ୍ପାଦନା

୧. ଶ୍ରଦ୍ଧାନ୍ୱିତ — ୧. Affectionate.
୨. ଭକ୍ତିମାନ୍ —
୨. Full of devotion; respectful.

୩. ବିଶ୍ୱାସ ଯୁକ୍ତ —୩. Having faith or trust.
୪. ବିଶ୍ୱାସ କରୁଥିବା —୪. Trusting.