ଶୈବାଳ
ଶୈବାଳ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଶୈବାଳ
|
ସଂସ୍କୃତ - ବିଶେଷ୍ୟ - [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ)
ସମ୍ପାଦନା- ୧. ନୋଳୀଚ ଜଳଜ ଉଦ୍ଦିଦ ବିଶେଷ —୧. Species of algae; an aquatic plant; Blyxa Oct andra.
[ଦ୍ରଷ୍ଟବ୍ୟ — ଅର୍ଦ୍ର ଇଟା ପଥରରେ ଜନ୍ମିବା ଶିଉଳି ଶୈବାଳ ନୁହେଁ, ତାହା ଶୈଳେୟ]
- ୨. ବାରି ପର୍ଣ୍ଣୀ; କୁମ୍ଭିକା; ବୋଝୋଞ୍ଜି ନାମକ ଦଳ —୨. Serratophylum submersum
[ଦ୍ରଷ୍ଟବ୍ୟ — ବୈଦ୍ୟଶାସ୍ତ୍ର ମତରେ ଶୈବାଳ କୁଟତିକ୍ତମଧୁରରସ, ଶୀତବୀର୍ଯ୍ୟ ଲଘୁ ଓ ସ୍ନିଗ୍ଧ; ଏହା ଦାହ,. ପିପାସା, ପିତ୍ତ ରକ୍ତଦୁଷ୍ଟି ଓ ଜ୍ୱରନାଶକ]