ଶେ(ଜେ)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ସଂସ୍କୃତ - ଶଯ୍ୟା)—ଶଯ୍ୟାକୁ ବିଲ୍ଲଇବା —୧. To spread the beadding.
୨. (ସଂସ୍କୃତ - ସଜ୍ଜା)— ସଜ୍ଜିତ କରିବା; ସଜାଇବା — ୨. To furnish; to fit up.

[ଉ—ଖଟ ପଲଙ୍କ ମନ! ଶେଜାଇ ଶୋଉ—ମନ ବୋଧ ଚଉତିଶ]