ଶେ(ଢୁ)ଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଶିଢ଼ି ବା ନିଶୁଣି ପରି ଅଳ୍ପ ଓସାରିଆ (ନଦୀ) — (a river) Narrow like a ladder.

[ଦ୍ରଷ୍ଟବ୍ୟ —ଯେଉଁ ନିଈ ଅଳ୍ପ ଓସାର ଥିବାରୁ ତହିଁ ଉପରେ ନିଶୁଣି ପକାଇ ଲୋକ ପାରି ହୋଇ ପାରନ୍ତି]

ବିଶେଷ୍ୟ - ସମ୍ପାଦନା

କାଠଜୋଡ଼ି ନଦୀରୁ କଟକ ନଗରର ୧ମାଇଲ ପୂର୍ବରେ ବାହାରିଥିବା ଶାଖା ନଦୀ —A branch river branching off from the Kāṭhajoṟḍ̠i about a mile east of the Cuttack town.