ଶେଢୁଅ
ଶେ(ଢୁ)ଅ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶେ(ଢୁ)ଅ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନକ)
ସମ୍ପାଦନାକପା ଓ ବିଲାତିଆଳୁ ଗଛ ଛୋଟ ଥିବା ବେଳେ ଶସ୍ୟକ୍ଷେତ୍ରରେ ପାଣି ଦେବା ଲାଗି ବ୍ୟବହୃତ କାଠର କୁଲା ପରି ଗୋଟିଏ ଯନ୍ତ୍ର — A wooden contrivance used for sprinkling water over the small plants of cotton or potato.