ଶେଢ଼ ହଙ୍କାରିବା
ଶେ(ଢ଼) ହ(ଙ୍କା)ରିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - (ଜାହାଜିଆ ଶବ୍ଦ) ସମ୍ପାଦନା
- ୧. (ଜାହାଜ) ପାଲ ଟଙ୍ଗା ହୋଇ ବାୟୁତାଡ଼ିତ ହୋଇ ବେଗରେ ଗତି କରିବା —୧. (nautical) (a ship) To move fast owing to the wind propelling its sails; to set sali.
[ଉ— କଲକତୀ, ବିଲାତୀ, ରେଙ୍ଗୁଣୀ ଛଅଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ଼ ହଙ୍କାରିଥିଲେ—ଫକୀରମୋହନ ଗଳ୍ପସ୍ୱଳ୍ପ]
- ୨. ଜାହାଜିଆ ମାସ୍ତୁଲ ଖୁଣ୍ଟିରେ ପାଲ ଟାଙ୍ଗିବା — ୨. To draw the sails on a ship.