ଶେ(ଢ଼)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ଇଂ, ସେଲେ) (ଜାହାଜିଆ ଶବ୍ଦ) ସମ୍ପାଦନା

୧. ଜାହାଜକୁ ପବନଦ୍ୱାରା ଚାଳିତ କରାଇବା- ପାଇଁ ମାସ୍ତୁଲ ଖୁଣ୍ଟିରେ ଟଣାହେବା ପାଲ — ୧. (nautical) Sail of a Ship.

(ଉ— ଆଉ ବରଗାମାନ ଟେକିଦେଇ ଶେଡ଼ ଗୁଡ଼ାଇ ଠିକ୍କରି ରଖି ଦେଇଅଛନ୍ତି—ଫକୀରମୋହନ ଗଳ୍ପସ୍ୱଳ୍ପ)