ଶେଡ଼ୁଆ
ଶେଡ଼ୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶେଡ଼ୁଆ
|
ଦେଶଜ - ବିଶେଷଣ -
ସମ୍ପାଦନାଶିଢ଼ି ବା ନିଶୁଣି ପରି ଅଳ୍ପ ଓସାରିଆ (ନଦୀ) — (a river) Narrow like a ladder.
[ଦ୍ରଷ୍ଟବ୍ୟ —ଯେଉଁ ନିଈ ଅଳ୍ପ ଓସାର ଥିବାରୁ ତହିଁ ଉପରେ ନିଶୁଣି ପକାଇ ଲୋକ ପାରି ହୋଇ ପାରନ୍ତି]
ବିଶେଷ୍ୟ -
ସମ୍ପାଦନାକାଠଜୋଡ଼ି ନଦୀରୁ କଟକ ନଗରର ୧ମାଇଲ ପୂର୍ବରେ ବାହାରିଥିବା ଶାଖା ନଦୀ —A branch river branching off from the Kāṭhajoṟḍ̠i about a mile east of the Cuttack town.