ଶୁଳ୍କ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନା(ଶୁଳ୍ ଧାତୁ=ଗମନ କରିବା+କ; ବା ଶୁଳ୍ପ ଧାତୁ+ କର୍ମ. ଅ) ===
- ୧. ରାଜକର ବିଶେଷ; ମାସୁଲ; ଟିକସ — ୧. Cess; fees; tax.
- ୨. ଦ୍ରବ୍ୟାଦିର ଆମଦାନି
ରପ୍ତାନି ଉପରେ ରାଜାଙ୍କୁ ଦେୟ କର —୨. Toll or duty leaved on goods or merchandise; customs duty.
- ୩. ଘାଟ ପାରି ମାସୁଲ [ବିଶ୍ୱକୋଷ] Ferry-toll.
[ଦ୍ରଷ୍ଟବ୍ୟ —ଘାଟରୁ, ବାଟରୁ ଓ ଦ୍ରବ୍ୟାଦିର କ୍ରୟ ବିକ୍ରୟ ସ୍ଥାନରୁ, ଜଳପଥରୁ, ସ୍ଥଳପଥରୁ ରାଜାଦେଶରେ ଯେଉଁ କର ଆଦାୟ ହୁଏ ତାକୁ ଶୁକ୍ଳ ବୋଲାଯାଏ ବିଶ୍ୱକୋଷ]
- ୪. ବିବାହାଦିରେ ପଣ; କନ୍ୟାକୁ ବିବାହ କରିବା ପାଇଁ ବରପକ୍ଷରୁ କନ୍ୟାକର୍ତ୍ତାଙ୍କୁ ଦିଆଯିବା ଧନ —୪. Money given to the parents of a brids as the pripe of the birde.
- ୫. ଯୌତୁକ —୫. Matrimonial presents.
- ୬. ବିକ୍ରି କରାଯିବା ବସ୍ତୁର ମୂଲ୍ୟ — ୬. Sale price or consideration money.
- ୭. ପଣ; ବାଜୀ —୭. Wager.