ଶୁଧୁରିବା
ଶୁଧୁରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ଅକର୍ମକ; ସଂସ୍କୃତ - ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ୱା ସୁଧାରିରୁ)
ସମ୍ପାଦନା- ୧. ସଂସ୍କୃତ ବା ଷୋଧିତ ହେବା —୧. To be corrected or reformed or amended.
- ୨. ଅନିୟମରୁ ନିୟମକୁ ଆସିବା — ୨. To become regular; to be regulated.
- ୩. ନିର୍ଦ୍ଦୋଷ ହେବା —୩. To be faultless.
- ୪. ରୋଗମୁକ୍ତ ହେବା —୪. To be cured.
- ୫. ଉନ୍ନତି କରିବା —୫. To improve.
- ୬. ଉନ୍ନତ ହେବା — ୬. To improved.
(ଯଥା—ତା ମନ୍ଦ ଅଭ୍ୟାସ ଶୁଧୁରିଲା ନାହିଁ)
- ୭. ନିଜର ଚରିତ୍ର ସଂଶୋଧନ କରିବା — ୭. To reform one's self.
- ୮. ମରାମିତି କରାଯିବା — ୮. To be repaired.