ଶୁଣାଣି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ)

ସମ୍ପାଦନା

ମକଦମାରେ ପକ୍ଷମାନଙ୍କ ଠାରୁ ପ୍ରମାଣାଦି ବାଚାରପତିଙ୍କଦ୍ୱାରା ଶୁଣାଯିବା ଅବସ୍ଥା; ହାକିମଙ୍କ ଆଗରେ ମକଦମାର ବିଚାର —The hearing of a case.

(ଉ—ଏ ମକଦମାର ଆଗାମୀ ମାସରେ ଶୁଣାଣି ହେବ)