ଶୁଆ ବଳଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ବଳଦକୁ ହଳରେ ବା ଶଗଡ଼ରେ ଯୋଚିଲେ ସେ ଭୂଇଁରେ ଶୋଇପଡ଼େ —A bullock which lies down on the ground (to avoid the doing of the work) when yoked to a cart or plough.