ଶୁଆ ଘୋଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ -

(ଶୁଆମାନେ ପଦର ଅର୍ଥ ନ ବୁଝି ପଦକୁ ଆବୃତ୍ତି କରିବା ପରି)ଅର୍ଥ ନ ଜାଣି ମୁଖସ୍ଥ କରିବା — Learning a thing by rote like a parrot.

ବିଶେଷଣ - ସମ୍ପାଦନା

ଯେଉଁ ବ୍ୟକ୍ତି ଅର୍ଥ ନ ଜାଣି ମୁଖସ୍ଥ କରେ —(a person) Who gets a thing by heart without understanding the meaning.