ଶୀତ ପ୍ରଧାନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ଶୀତ ଅଟେ ପ୍ରଧାନ ଯହିଁରେ)

ସମ୍ପାଦନା
୧. ଅଧିକ ଶୈତ୍ୟ ବିଶିଷ୍ଟ; ଅତିରିକ୍ତ ଶୀତଳ — ୧. Excessively chill; frigid; very cold.
୨. ଯେଉଁ ଦେଶରେ ବା ଅଞ୍ଚଳରେ ଶୀତଋତୁ ଅଧିକକାଳ— ସ୍ଥାୟୀ ହୁଏ —୨. (a place) Where winter or cold season predominates or lasts longer then elsewhere.