ଶୀଘ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - କ୍ରି. ବିଣ—(ଶିନ୍ଘ ଧାତୁ=ଆଘ୍ରାଣ କରିବା+ଅଧିକରଣ ର) ସମ୍ପାଦନା

ବେଇଗି; ତଡ଼ାବଡ଼ା; ଚଞ୍ଚଳ; ଆଶୁ; ଅବିଳମ୍ୱେ — Quickly; soon; shortly; hastily.

ବିଶେଷଣ - ସମ୍ପାଦନା

ତ୍ୱରାନ୍ୱିତ; ସତ୍ୱର; ତ୍ୱରିତ; କ୍ଷିପ୍ର; ତରତପ —Speedy; quick; rapid; hasty.