ଶିଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶିଳ+କର୍ମ. ଇ, ଈ) ସମ୍ପାଦନା

୧. ଛତ୍ରକ ପୁଷ୍ପ — ୧. Mushroom.
୨. ଶଲ୍ୟ — ୨. Arrow head.
୩. ଚୌକାଠର ନିମ୍ନସ୍ଥ କାଠ — ୩. Door sill.
୪. ଭୁର୍ଜ ବୃକ୍ଷ — ୪. The bireh tree.
୫. ଭୁର୍ଜପତ୍ର (ହିନ୍ଦୀ - ଶ) — ୫. The leaves of the brich tree.

ପ୍ରାଦେ(ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ଶଗଡ଼ ଚକ —୧. Cart wheel.

ପ୍ରାଦେଶିକ - (ବୌଦ୍ଧ) ବିଶେଷ୍ୟ - ସମ୍ପାଦନା

ଚକ —Wheel.