ଶିରି ଦଉଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ଶୀର୍ଣ୍ଣ+ଡ଼ୋରକ) ସମ୍ପାଦନା

ଦଉଡ଼ି ପରି ଶୀର୍ଣ୍ଣ ଶରୀର ବିଶିଷ୍ଟ —Emaciated (like a rope).

(ଯଥା— ସେ ନଖାଇ ନ ପିଇ ଶିର ଦଉଡ଼ି ହୋଇ ଗଲାଣି)