ଶିରସ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶିକସ୍+ ସମ୍ୱନ୍ଧାର୍ଥେ ଯ) ସମ୍ପାଦନା

୧. ଶିରଃ ବା ମସ୍ତକ ସମ୍ୱନ୍ଧୀୟ —୧. Relating to the head
୨. ଶିରୋଜ; ମସ୍ତକଜାତ —୨. Produced from the head.

ବିଶେଷ୍ୟ - ସମ୍ପାଦନା

୧. କେଶ; ମୁଣ୍ଡବାଳ —୧. The hair of the head.
୨. ନିର୍ମଳ କେଶ; ବିଷଦ କେଶ —୨. Clean hair; combed hair.
୩. ସୁନ୍ଦର ଜୁଡ଼ା —୩. A graceful chignon.