ଶିରଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ଶିର+ ଜନ୍ ଧାତୁ+କର୍ତ୍ତୃ ଅ. ଯାହା ମୁଣ୍ଡରେ ଜନ୍ମେ) ସମ୍ପାଦନା

ମୁର୍ଦ୍ଧନ; ମୁଣ୍ଡରି କେଶ; ମୁଣ୍ଡବାଳ —The hair of the head.

ସଂସ୍କୃତ - ବିଶେଷଣ - ସମ୍ପାଦନା

ମସ୍ତକୋତ୍ପନ୍ନ — Growing on the head.