ଶିଖିବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

[ଶିଖା(ଖେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରି (ସଂସ୍କୃତ - ଶିକ୍ଷ୍ ଧାତୁ)

ସମ୍ପାଦନା
୧. କୌଣସି ବିଷୟରେ ଜ୍ଞାନ ଲାଭ କରିବା —୧. To acquire knowledge in any matter.
୨. ଶିକ୍ଷା ପାଇବା — ୨. To be educated.

[ଉ—ଶିଖୁଛି ନୀରବେ ସେ ମହା ଅଗୁରୁବିଦ୍ୟା ନିଜେ ନିଜଠାରୁ—ଚିନ୍ତାମଣି ବିକ୍ରମାଦିତ୍ୟ]

୩. ବିଦ୍ୟାଦି ଆୟତ୍ତ କରିବା —୩. To learn; to master.
୪. ତାଲିମ ହେବା —୪. To be trained.
୫. ଅଭିଜ୍ଞତା ଲାଭ କରିବା —୫. To gain experience.
୬. କୌଣସି ବିଷୟ ଅଭ୍ୟାସ କରିବା —୬. To practise a thing.