ଶିଖାଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଶିଖାଇଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶିକ୍ଷ୍ ଧାତୁ ଣିଜନ୍ତରୂପ)

ସମ୍ପାଦନା
୧. କୌଣସି ବ୍ୟକ୍ତିକୁ ଶିକ୍ଷାଦେବା; ବତାଇବା — ୧. To teach.

(ଉ—ଆଜି କେ ଶିଖାଇଲା ରୁଷାକୁରେ—କବିସୂର୍ଯ୍ୟ ସଙ୍ଗୀତ)

୨. ଉପଦେଶ଼ ଦେବା —୨. To instruct; to advise.
୩. ଉପାୟ ବତାଇବା —୩. To teach a person the way to do a thing.
୪. (ମନ୍ଦାର୍ଥ) ନ୍ତ୍ରଣାଦେବା; ମନ୍ଦବୁଦ୍ଧି ବତାଇବା —୪. To instigste; to give bad advice.
୫. ତାଲିମ କରିବା —୫. To train.
୬. ପ୍ରବର୍ତ୍ତାଇବା —୬. To induce.