ଶିଖଣ୍ଡ
ଶିଖଣ୍ଡ
ଉଚ୍ଚାରଣ
ସମ୍ପାଦନା(ଶିଖଣ୍ଡକ—ଅନ୍ୟରୂପ)
=== ସଂସ୍କୃତ - ବି (ଶିଖିନ୍=ମୟୂର+ଗମ ଧାତୁ=ଗମନ କରିବା+ କର୍ତ୍ତୃ ଅ)
- ୧. ମୟୂର ପୁଚ୍ଛ —୧. The tail of a peacock.
- ୨. ଶ୍ରୀକୃଷ୍ଣଙ୍କ ମୁକୁଟରେ ଶୋଭାର୍ଥ ଖଞ୍ଜା ଯାଇଥିବା ମୟୂର ଚନ୍ଦ୍ରିକା —୨. Tail of a peacock attached to the crown of Ṡrīkṛushṇa.
- ୩. କାକପୁଚ୍ଛ; ଜୁଲୁପୀ; ବବୁରିବାଳ — ୩. Locks of short flowing hair left above the cheeks.
- ୪. ଶିଖା; ଚୂଡ଼ା; ମସ୍ତକର ଏକ ଦେଶରେ ବର୍ଦ୍ଧିତ କେଶ ଗୁଚ୍ଛ —୪. Pigtail or a long tuft of hair left on a part of the head.