ଶିଖଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶିଖଣ୍ଡକ—ଅନ୍ୟରୂପ)

=== ସଂସ୍କୃତ - ବି (ଶିଖିନ୍=ମୟୂର+ଗମ ଧାତୁ=ଗମନ କରିବା+ କର୍ତ୍ତୃ ଅ)

୧. ମୟୂର ପୁଚ୍ଛ —୧. The tail of a peacock.
୨. ଶ୍ରୀକୃଷ୍ଣଙ୍କ ମୁକୁଟରେ ଶୋଭାର୍ଥ ଖଞ୍ଜା ଯାଇଥିବା ମୟୂର ଚନ୍ଦ୍ରିକା —୨. Tail of a peacock attached to the crown of Ṡrīkṛushṇa.
୩. କାକପୁଚ୍ଛ; ଜୁଲୁପୀ; ବବୁରିବାଳ — ୩. Locks of short flowing hair left above the cheeks.
୪. ଶିଖା; ଚୂଡ଼ା; ମସ୍ତକର ଏକ ଦେଶରେ ବର୍ଦ୍ଧିତ କେଶ ଗୁଚ୍ଛ —୪. Pigtail or a long tuft of hair left on a part of the head.