ଶିକ୍ଷା ଦେବା
ଶିକ୍ଷା ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶିକ୍ଷା ଦେବା
|
ଦେଶଜ - କ୍ରି
ସମ୍ପାଦନା- ୧. ଛାତ୍ରାଦିଙ୍କୁ କୌଣସି ବିଷୟ ବା ଶାସ୍ତ୍ରାଦି ଶିଖାଇବା —. To impart education; to teach; to train.
- ୨. ଦଣ୍ଡ ଦେବା —୨. To mete out punishment.
- ୩. ପରାମର୍ଶ ଦେବା; ମନ୍ତ୍ରଣା ଦେବା; ଉପଦେଶ ଦେବା —୩. To advise.
(ଉ—ଭାଇଙ୍କି ଘେନି ତୀର୍ଥ ଯିବେ ଶିକ୍ଷାଦେବ କୃଷ୍ଣସିଂହ ମହାଭାରତ ବନ)
- ୪. (ମନ୍ଦାର୍ଥ) କୁପରାମର୍ଶ ଦେବା —୪. To give bad advice.