ଶିକ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଶଳାକା ବା ଶିଖା ଫାରାସୀ - ସୀଖ)

ସମ୍ପାଦନା
୧. ଲୁହାର ସରୁ ଯଷ୍ଟି ବା ଦଣ୍ଡ —୧. Thin iron rod.
୨. ଶିଖ୍ (ଦେଖ) - —୨. Ṡikh (See)

ବୈଦେଶିକ - ବି (ଫା)

ସମ୍ପାଦନା

ଯଷ୍ଟି ଆକାର ବିଶିଷ୍ଟ ପୂର୍ବକାଳରେ ପ୍ରଚଳିତ ଦେଶୀ ବନ୍ଧୁକ — A kind of old country gun as thin as a rod.