ଶିକାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ମୃଗୟୂ —A hunter; huntsman.

ବିଶେଷଣ - ସମ୍ପାଦନା

୧. ମୃଗୟା ପ୍ରିୟ —୧. Fond of hunting
୨. ମୃଗୟା ପଟୁ (କୁକ୍କୁ ଚଦି) —୨. (Dogs etc) Sharp or keen at hunting.
୩. (ଲକ୍ଷଣାର୍ଥ) ଧୂର୍ତ୍ତ; ଚତୁର —୩. (Figurative) Cunning.
୪. ମୃଗୟାରେ ବ୍ୟବହୃତ ବା ଆବଶ୍ୟକ —୪. Necessary for a hunter.