ଶାହା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଖା)

ସମ୍ପାଦନା
୧. ଶାଖା —୧. Branch.
୨. ଶଗଡ଼ର ଫଳି —୨. The cross bars put between the shafts of bullock carts.
୩. (ସଂସ୍କୃତ - ସହାୟ)—ସହାୟ —୩. Help.
୪. (ସଂସ୍କୃତ - ଶ୍ୱାସ)—ଜୀବନ; ଜୀବନୀ ଶକ୍ତି; ପ୍ରାଣବାୟୁ — ୪. Life; vitality; life-breath.

ବୈଦେଶିକ - ବିଶେଷ୍ୟ -

ସମ୍ପାଦନା
୧. (ଫା)—ପାରସ୍ୟର ରାଜାଙ୍କ ଉପାଧି —୧. Title of the kings of Persia.
୨. (ଫା) ରାଜା —୨. King.