ଶାହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଖା) ସମ୍ପାଦନା

୧. ଶାଖା —୧. Branch.
୨. ଶଗଡ଼ର ଫଳି —୨. The cross bars put between the shafts of bullock carts.
୩. (ସଂସ୍କୃତ - ସହାୟ)—ସହାୟ —୩. Help.
୪. (ସଂସ୍କୃତ - ଶ୍ୱାସ)—ଜୀବନ; ଜୀବନୀ ଶକ୍ତି; ପ୍ରାଣବାୟୁ — ୪. Life; vitality; life-breath.

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. (ଫା)—ପାରସ୍ୟର ରାଜାଙ୍କ ଉପାଧି —୧. Title of the kings of Persia.
୨. (ଫା) ରାଜା —୨. King.