ଶାରୀ
ଶାରୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;)
ସମ୍ପାଦନା- ୧. (ପୁଂ)—ଅକ୍ଷ ଗୁଟିକା; ପାଶକ; ପଶା ଖେଳର ଗୋଟି; ପାଶ କ୍ରିଡ଼ାର ବଳ —୧. A chessmen; balls of metal, wood or ivory used in the game of dice.
- ୨. (ସ୍ତ୍ରୀ)—ମଇନା; ଶାରୀ ପକ୍ଷୀ —୨. The myna. bird; Gracula Raeligiosa.
- ୩. ବିଣା ବଜାଇବାର ଯଷ୍ଟି — ୩. A stick used in tuning the harp.
- ୪. (+କର୍ମ ଇ)ଯୁଦ୍ଧ ସମୟରେ ହାତୀ ପିଠିରେ ପକାଯିବା ପଲାଣ —୪. A cushion put on the back of a war elephant; the pack saddle of a war-elephant.
- ୫. ପ୍ରତାରଣା; ଛଳ —୫. Cheating; deception.
- ୬. ନିନ୍ଦାବାଦ —୬. Rebuke; censure .
- ୭. ଏକ ପ୍ରକାର ଗୀତ (ହିନ୍ଦୀ - ଶ) —୭. A kind of song.
ଦେଶଜ - ବିଶେଷ୍ୟ - (ସ୍ତ୍ରୀ)
ସମ୍ପାଦନାସ୍ତ୍ରୀ ଲୋକଙ୍କ ନାନ —A name given to females.
ଶାରୀ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଶାରି (ଦେଖ) - —୧. Ṡari (See)
- ୨. କୁଶ ତୃଣ (ହିନ୍ଦୀ - ଶ) —୨. The kuṡa grass.
- ୩. ମୁଞ୍ଜ ତୃଣ (ହିନ୍ଦୀ - ଶ) —Mun̄ja grass.
- ୪. ଖେଳିବାର ପେଣ୍ଡୁ (ହିନ୍ଦୀ - ଶ) — ୪. Play ball.