ଶାନ୍ତି ସ୍ଥାପନ
ଶାନ୍ତି ସ୍ଥାପନ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍) ସମ୍ପାଦନା
- ୧. ଅଶାନ୍ତି ଦୂରୀକରଣ — ୧. Establishing peace in a place; restoring the calm.
- ୨. ଯୁଦ୍ଧ ପରେ ସନ୍ଧି ସ୍ଥାପନ — ୨. Making of peace; (comba-tants) entering into a treaty of peace.
- ୩. ଅରାଜକ ଦେଶରେ ଶାନ୍ତି ସ୍ଥାପନ —୩. Restoring peace in a kingdom after anarchy.