ଶାନ୍ତି ଭଙ୍ଗ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

ସମ୍ପାଦନା
୧. ଶାନ୍ତି ବିଷୟରେ ବିଘ୍ନ ଉପସ୍ଥିତ ହେବା; ଅଶାନ୍ତି ଉତ୍ପାଦନ —୧. The producing of turmoil; impediment to peace.
୨. ବିଘ୍ନୋତ୍ପାଦନ —୨. Producing obstruction.
୩. ଉପଦ୍ରବ କରଣ —୩. Causing of oppression.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମାଡ଼ପିଟ, କଳି କଜିଆ ଆଦିଦ୍ୱାରା କୌଣସି ସ୍ଥାନର ଶାନ୍ତିକୁ ନାଶ କରିବା — ୧. Breach of peace; creating of a row and interrupting the peace of a locality.
୨. ଦଙ୍ଗା ହେଙ୍ଗାମା; ମାରପିଟ — ୨. A row; affray.