ଶାକ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶକ୍ତି=ଦୁର୍ଗା+ଉପାସକ ଅର୍ଥରେ ଅ) ସମ୍ପାଦନା

୧. ଦୁର୍ଗା ବା ଶକ୍ତ ଉପାସନାକାରୀ —୧. Worshipping of the Goddess Durgā.
୨. ଦୁର୍ଗାଙ୍କ ମନ୍ତ୍ରରେ ଦୀକ୍ଷିତ —୨. Initiated into the mystic incantation of Durgā.
୩. ତାନ୍ତ୍ରିକ; ତନ୍ତ୍ର— ସାଧକ —୩. Performing tantric rituals.
୪. ଶକ୍ତି ସମ୍ୱନ୍ଧୀୟ —୪. Relating to Ṡakti.

ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ଶକ୍ତି ଉପାସକ —୧. A devotee or worshipper or Durgā.
୨. ତାନ୍ତ୍ରିକ ପୂଜକ — ୨. Worshipper of Durgā through tantric rituals.

[ଦ୍ରଷ୍ଟବ୍ୟ —ଶାକ୍ତମାନଙ୍କ ପୂଜା— ବିଧାନ ବୈଦିକ ପୂଜାରୁ ବିଭିନ୍ନ ଶାକ୍ତମାନ ଇଶ୍ୱରଙ୍କ ଶକ୍ତିଙ୍କୁ ଶିବପତ୍ନୀ ଦୁର୍ଗାରୂପେ ଉପାସନା କରନ୍ତି ଏ ଉପାସନା ପଦ୍ଧତି ଦୁଇ ପ୍ରକାର—ଦକ୍ଷିଣାଚାର ଓ ବାମା— ଚାର ବାମାଚାରୀ ବା ବାମମାର୍ଗମାନଙ୍କ ପୂଜାରେ ପଞ୍ଚମ— କାରର ବ୍ୟବହାର ହୁଏ ସ୍ତ୍ରୀଙ୍କ ଜନେନ୍ଦ୍ରେୟକୁ ଶକ୍ତିଙ୍କ ପ୍ରତୀକ ବୋଲି ମାନି ଶାକ୍ତମାନେ ବିଶିଷ୍ଟ ରୀତିରେ ଏଥିର ପୂଜା କରନ୍ତି—ହିନ୍ଦୀ - ଶ ]

୩. ଶକ୍ତି ଉପାସକ ହିନ୍ଦୁ ସମ୍ପ୍ରଦାୟ —୩. The Hindu sect who are divotees of Ṡakti.

[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ଉପାସ୍ୟ ଦେବତାଙ୍କ ନାମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟରେ ଆଖ୍ୟାତ ହୁଅନ୍ତି ଯଥା—ବିଷ୍ଣୁ ଉପାସକ ବୈଷ୍ଣବ, ଶିବ ଉପାସକ ଶୈବ, ଶକ୍ତି ଉପାସକ ଶାକ୍ତ, ଗଣପତି ଉପାସକ ଗାଣପତ୍ୟ ସୁର ଅର୍ଥାତ୍ ସୂର୍ଯ୍ୟ ଉପାସକ ସୌର ଏହିପରି ବ୍ରହ୍ମଉପା— ସକମାନେ ଆପଣାକୁ ବ୍ରାହ୍ମାନାମରେ ଅଭିହିତ କରୁଅଛନ୍ତି ]