ଶାକାହାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶାକାହାରିଣୀ—ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ. ସମ୍ପାଦନା

ଯେ କେବଳ ଫଳ ମୂଳ ଶାକାଦି ଭକ୍ଷଣ କରି ଜୀବନ ଧାରଣ କରନ୍ତି —Vegetarian; living on a vegetarian diet.