ଶହରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକ ପ୍ରକାର ଲଘୁ ଶାରଦ ଧାନ (ଏହାର ଚୋପା କଳା ଓ ଚାଉଳ ନାଲିଆ) —A sort of coarse winter paddy.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଶହର; ଶବର —Bird-catcher; fowler; Savara.