ଶସ୍ତ୍ର
ଶସ୍ତ୍ର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହାଦ୍ୱାରା ବଧ କରାଯାଏ)
ସମ୍ପାଦନା- ୧. ପ୍ରହରଣ; ଆୟୁଧ —୧. Weapon.
- ୨. ଯାହା ହସ୍ତଦ୍ୱାରା ଧାରଣ କରି ଶତ୍ରୁକୁ ପ୍ରହାର କରାଯାଏ A weapon which is applied to an onemy by holding it in the hand.
- ୩. ଲୌହ —୩. Iron.
[ଦ୍ରଷ୍ଟବ୍ୟ —ଯେଉଁ ଆୟୁଧକୁ ଶତ୍ରୁ ଉପରକୁ ଦୂରରୂ ଫୋପଡ଼ା ଯାଏ, ତାହାକୁ ଅସ୍ତ୍ର ବୋଲା— ଯାଏ ଯଥା—ଆଗ୍ନେୟାସ୍ତ୍ର ଯାହାକୁ ହାତରେ ଧରିପ୍ରହାର କରାଯାଏ ତାକୁ ଶସ୍ତ୍ର ବୋଲାଯାଏ ]
- ୪. ଅୟୁର୍ବେଦୋକ୍ତ ଅସ୍ତ୍ରୋପଚାର ସାଧକ ଯନ୍ତ୍ର —୪. Surgical instrument.
[ଦ୍ରଷ୍ଟବ୍ୟ —ସୂଶ୍ରୂତରେ ୧୨୫: ପ୍ରକାର ଚିକିତ୍ସାର୍ଥ ଅସ୍ତ୍ରର ଉଲ୍ଲେଖ ଅଛି ଏହି ଅସ୍ତ୍ରମାନ ଦୁଇ ଭାଗରେ ବିଭକ୍ତ ଯଥା—ଯନ୍ତ୍ର ଓ ଶସ୍ତ୍ର ଶସ୍ତ୍ର ୨୪: ପ୍ରକାରର ଓ ବାକି ୧୧: ଯନ୍ତ୍ର]
- ୫. ବଢ଼େଇ, କମାର, ଆଦିଙ୍କ ଯନ୍ତ୍ର ବା ହତିଆର — ୫. Tools or instruments of artisans; implement.
=== ଦେଶଜ - ବିଶେଷ୍ୟ -
ଅସ୍ତ୍ର —Weapon; missile.
[ଉ—ଏ ବ୍ରହ୍ମଶସ୍ତ୍ର ତେଜ ଘୋର, ତୁ ବ୍ରହ୍ମଶସ୍ତ୍ରରେ ନିବାର ଜଗନ୍ନାଥ—ଭାଗବତ]