ଶରୁଆ ସଜ
ଶରୁଆ ସଜ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶରୁଆ ସଜ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
ସମ୍ପାଦନା- ୧. କ୍ଷୀଣଦେହ (ପୁରୁଷ) — ୧. Slender-bodied (man).
ସ୍ତ୍ରୀ ===
- ୨. କ୍ଷୀଣଦେହା (ସ୍ତ୍ରୀ) —୨. A Slender woman.
- ୩. ଚପଳା ବା ନଷ୍ଟା ସ୍ତ୍ରୀ —୩. A loose or fickle woman.
[ଉ—'ତୁ ମୋତେ ବୋଲୁଛୁ ଶରୁଆ ସଜ, ପରବାସ କରି ନ ଯା'— ଢ଼ଗ]