ଶମ୍ୱର ଦଶମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଶମ୍ୱର ଦଶେଇ—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ଶାମ୍ୱ ଦଶମୀ) ସମ୍ପାଦନା

ବ୍ରତ ବିଶେଷ୍ୟ; ପୌଷ ମାସର ଶୁକ୍ଲ ଦଶମୀ—(ଏ ଦିନ ସୂର୍ଯ୍ୟ ପୂଜା କରାଯାଏ) —A festival of worshipping the Sun on the ୧୦th day of the bright fortnight of the month of Pousha.